Jump to content

ଚଉହଦି

ଉଇକିଅଭିଧାନ‌ରୁ

ଚଉହଦି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଚତୁଃ+ଆରବୀ - ହଦ୍ଦ୍=ସୀମା)

[ସମ୍ପାଦନା]
୧. ସୀମା — ୧. Boundary.
୨. ଚତୁଃସୀମା — ୨. Boundaries on the ୪ sides

(ଚଉହଦ୍ଦି—ଅନ୍ୟରୂପ)

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଚତୁଃସୀମାରେ ଅବସ୍ଥିତ — ୧. Situated on the ୪ boundaries.
୨. ସୀମାକୁ ଲାଗି କରି ଅବସ୍ଥିତ — ୨. Adjoining the boundary; adjacent.