ଚକଚାନ୍ଦି
ଦେଖଣା
ଚକଚାନ୍ଦି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚକ୍ର ଓ ଚତୁସ୍)
[ସମ୍ପାଦନା]- ୧. କିଂକର୍ତ୍ତବ୍ୟବିମୂଢ଼ତା; ଧନ୍ଦକା; ଘାବରା; ବିବଳତା —୧. State of being confounded; bewilderment.
- ୨. ଅତ୍ୟନ୍ତ ଅଧିକ ଆଲୋକ ଦେଖି ଆଖି ଝଲସି ଯିବା —୨. The state of the eyes becoming dazzled by excessive glare of light.
(ଯଥା—ମତେ ଚକଚାନ୍ଦି ଲାଗିଗଲା; ମୋର ଚକଚିନ୍ଦି ବୁଲିଗଲା)
- ୩. ବହୁତ ବାଟ ଚାଲିବା ଯୋଗୁ ତଳିପାରେ ହେବା ବ୍ୟଥାଯୁକ୍ତ ବ୍ରଣ; ତଳିପାରେ ଚାନ୍ଦି ଫୁଟିଯିବା — ୩. Foot-sore due to excessive walking.
- ୪. ବିଶେଷ ଉଦ୍ୱେଗ ବା ଚିନ୍ତା ଯୋଗୁଁ ମନରେ ଜନ୍ନିବା ଅସ୍ଥିରତା —୪. Uneasiness or restlessness due to anxiety.