Jump to content

ଚକଟାଚକଟି

ଉଇକିଅଭିଧାନ‌ରୁ

ଚକଟାଚକଟି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଦଳାଦଳି —୧. Thoroghly mixing up or kneading.
୨. ଉତ୍ତମରୂପେ ଦଳିବା; ଘଣ୍ଟାଚକଟା; ଗୋଳଘାଣ୍ଟା — ୨. Thorough agitation; disturbance.