ଚକଟ ମନ୍ଥନ

ଉଇକିଅଭିଧାନ‌ରୁ

ଚକଟ ମନ୍ଥନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଚକଟମନ୍ଥ—ଅନ୍ୟରୂପ)

  • (file)
  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଚକଟାମନ୍ଥା; କୌଣସି ବିଷୟର ପୁଙ୍ଖାନୁ— ପୁଙ୍ଖରୂପେ ଅନୁସନ୍ଧାନ ବା ଆଲୋଚନା — ୧. Thorough or sifting enquiry or discussion of any matter.
୨. ବିଶେଷ ଆନ୍ଦୋଳନ —୨. Great agitation.