Jump to content

ଚକଡ଼ା ଦାନ

ଉଇକିଅଭିଧାନ‌ରୁ

ଚକଡ଼ା ଦାନ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବିସ୍ତୃତ ଭୂଖଣ୍ଡ ବା ଚକଲା ଦାନ — Gift of a larg tract of land.

[ ଦ୍ର—ଉତ୍କଳୀୟ ରାଜାମାନେ ବ୍ରହ୍ମଣମାନଙ୍କର ଭରଣପୋଷଣ ନିମନ୍ତେ ସେମାନଙ୍କୁ ଚକଡ଼ା ଦାନ କରୁଥିଲେ ଜଗବନ୍ଧୁ. ପ୍ରାଚୀନ ଉତ୍କଳ]