ଚକବନ୍ଦୀ
ଦେଖଣା
ଚକବନ୍ଦୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -(ସଂସ୍କୃତ - ଚକ୍ର+ବନ୍ଧ ଧାତୁ)
[ସମ୍ପାଦନା]- ୧. ଗ୍ରାମର ସୀମା— ନିରୂପଣ —୧. Ascertaining the boundary of a village.
- ୨. ଖଣ୍ଡ ଖଣ୍ କରି ଭୂମିର ଭାଗକରଣ — ୨. Allotment of land by lots.
- ୩. ଭୂସମ୍ପିତ୍ତି (ଜ୍ଞାନେଦ୍ର) —୩. An estate.
- ୪. ରାଜସ୍ୱ ବା ପୁଲିସ ଅଧିକାରର ସୀମା (ଜ୍ଞାନେଦ୍ର) — ୪. The limit of a Recvenue or Police jurisdiction.