ଚକାଆଖି

ଉଇକିଅଭିଧାନ‌ରୁ

ଚକାଆଖି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚକ୍ର+ଅକ୍ଷି; ଚକ୍ଷୁ ଗୋଲ ଥିବାରୁ)[ସମ୍ପାଦନା]

(ଜଗନ୍ନାଥଙ୍କ ପ୍ରତିମାର ଚକ୍ଷୁ ଗୋଲ ଥିବାରୁ) ପୁରୀରେ ପ୍ରତିଷ୍ଠିତ ଗୋଲ ଚକ୍ଷୁଯୁକ୍ତ ଜଗନ୍ନାଥଙ୍କ ପ୍ରତିମା —The idel of Jagannaṭh at Puri (having round eyes and a peculiar face).

୨. ଜଗନ୍ନାଥ ଗୋଲାକାର ଚକ୍ଷୁ —୨. The round eves of the idol Jagannatha at Puri.

ଛୁଅଁତ ଥରେ ଚକା ଆଖି ହେ କୃପାନିଧି କବିସୂର୍ଯ୍ୟ—କବିତା

ଦେଶଜ - ବିଶେଷଣ -[ସମ୍ପାଦନା]

ଗୋଲ ଚକ୍ଷୁବିଶିଷ୍ଟ —Round-eyed.