ଚକ୍ରିଣୀ
ରଥ — Chariot.
କୃଷ୍ଣଙ୍କୁ ରଥୁଁ କରି ଅବରୋହୀ କୋପଭରେ ସେ ଚକ୍ରିଣୀ ଆରୋହି ଦୀନକୃଷ୍ଣ—ରସକଲ୍ଲୋଳ
ଚକ୍ରୀର ସ୍ତ୍ରୀଲିଙ୍ଗ — Feminine of Chakrī