Jump to content

ଚକ୍ରେଶ୍ୱର

ଉଇକିଅଭିଧାନ‌ରୁ

ଚକ୍ରେଶ୍ୱର

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (୬ ଷ୍ଠୀ ତତ୍; ଚକ୍ର+ଈଶ୍ୱର)

[ସମ୍ପାଦନା]
୧. ସମ୍ରାଟ —୨. Emperor.
୨. ରାଜା —୨. King.
୩. ପ୍ରାଦେଶିକଶାସନକର୍ତ୍ତା — ୩. Provincial Governor.
୪. ଜିଲ୍ଲାର ଶାସନକର୍ତ୍ତା —୪. District officer.
୫. ବିଷ୍ଣୁ —୫. Bishṇu.
୬. ତାନ୍ତ୍ରିକ ସାଧନାର ଚକ୍ରର ଅଧିଷ୍ଠାତା — ୬. The presiding Deity of a mystic circle of the Tāntrikas.