ଚକ୍ଷଣ
ଦେଖଣା
ଚକ୍ଷଣ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଚକ୍ଷ୍ ଧାତୁ+ଅନ)
[ସମ୍ପାଦନା]- ୧. (+ଭାବ. ଅନ) କଥନ — ୧. Speaking.
- ୨. (+କର୍ମ. ଅନ) ଚଟଣି —୨. Sauce; chutney.
- ୩. ମଦର ଚାଟୁ; ମଦ୍ୟପାୟୀର ମୁଖରୋଚକ ବସ୍ତୁ; ଚାଖଣା — ୩. A relish; a sweet things taken by the winedrinker after drink.
- ୪. ମୁହଁସୁଆଦିଆ ବା କ୍ଷୁଧାବୃଦ୍ଧି କରିବାପାଇଁ ଚାଟ୍ ଚାଖିବା — ୪. Eating of a relish to promote appetite.
- ୫. (+ଭାବ. ଅନ.) ଚାଖିବା —୫. Tasting.
- ୬. (+ଭାବ. ଅନ) କୃପାଦୃଷ୍ଟି; ଅନୁଗ୍ରହ (ହିନ୍ଦୀ - ଶବ୍ଦସାଗର) — ୬. A look of favour.