Jump to content

ଚକ୍ଷୁଃପଥ

ଉଇକିଅଭିଧାନ‌ରୁ

ଚକ୍ଷୁଃପଥ

ଉଚ୍ଚାରଣ

[ସମ୍ପାଦନା]

(ଚକ୍ଷୁଷ୍ପଥ—ଅନ୍ୟପଥ)

  • (file)

ସଂସ୍କୃତ - ବିଶେଷ୍ୟ - (ଷଷ୍ଠୀତତ୍; ଚକ୍ଷୁଃ+ପଥ)

[ସମ୍ପାଦନା]
୧. ଦୃଷ୍ଟିର ସୀମା — ୧. Range of vision.
୨. ଚକ୍ରକାଳ; ଦିଗବଳୟ —୨. Horizon.