ଚକ୍ଷୁଃଶୁଳ
ଦେଖଣା
ଚକ୍ଷୁଃଶୁଳ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଚକ୍ଷୁଃ+ଶୂଳ)
[ସମ୍ପାଦନା]- ୧. (ଲକ୍ଷଣାର୍ଥ) ଯାହା ଦେଖିବା ବ୍ୟକ୍ତିର ମନରେ କଷ୍ଟ ଦିଏ — ୧. (fig) An eyesore.
- ୨. ଚକ୍ଷୁଃପୀଡ଼ା —୨. Pain in the eye.
=== ସଂସ୍କୃତ - ବିଶେଷଣ - (ଲକ୍ଷଣାର୍ଥ)
ଯାହା ଦେଖିଲେ କଷ୍ଟ ଜାତ ହୁଏ; ନେତ୍ରର ଅପ୍ରୀତିକର —Very unpleasant or offensive to look at.