ଚକ୍ଷୁଃଶ୍ରବାଃ
ଦେଖଣା
ଚକ୍ଷୁଃଶ୍ରବାଃ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଚକ୍ଷୁ+ଶ୍ରବସ୍; ଯେ ଚକ୍ଷୁଦ୍ୱାରା ଶୁଣେ)
[ସମ୍ପାଦନା]ସର୍ପ —Serpent.
[ଦ୍ରଷ୍ଟବ୍ୟ —ସାପମାନଙ୍କ ମୁଣ୍ଡରେ କାନ ଦେଖା ନ ଯିବାରୁ ସାପ— ମାନେ ଆଖିଦ୍ୱାରା ଶୁଣନ୍ତି ବୋଲି ଲୋକେ ବିଶ୍ୱାସ କରୁଥିଲେ, କିନ୍ତୁ ଆଧୁନିରକ ପଣ୍ଡିତମାନେ ସ୍ଥିର କରିଅଛନ୍ତି ଯେ ସର୍ପମାନଙ୍କର ସ୍ୱତନ୍ତ୍ର କର୍ଣ୍ଣଯନ୍ତ୍ର ମସ୍ତକର ଚର୍ମ ତଳେ ନିହିତ]