Jump to content

ଚକ୍ଷୁରାଗ

ଉଇକିଅଭିଧାନ‌ରୁ

ଚକ୍ଷୁରାଗ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଚକ୍ଷୁଃ+ରାଗ; ସନ୍ଧିରେ 'ଉ'ଠାରେ 'ଊ')

[ସମ୍ପାଦନା]
୧. ଚକ୍ଷୁର ରକ୍ତିମା —୧. Redness of the eye.
୨. ଚକ୍ଷୁକୁ କଜ୍ଜ୍ୱଳ ଆଦି ରଙ୍ଗଦେଇ ରଙ୍ଗାଇବା — ୨. Painting the eye-lids with collyrium etc.
୩. ଚକ୍ଷୁଃପ୍ରୀତି (ଦେଖ) - — ୩. Chakshuḥprīti (See) (M.W.)