Jump to content

ଚକ୍ଷୁର୍ଗୋଚର

ଉଇକିଅଭିଧାନ‌ରୁ

ଚକ୍ଷୁର୍ଗୋଚର

ଉଚ୍ଚାରଣ

[ସମ୍ପାଦନା]
(ଚକ୍ଷୁର୍ଗୋଚରା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ -(୬ଷ୍ଠୀ ତତ୍; ଚକ୍ଷୁଃ+ଗୋଚର)

[ସମ୍ପାଦନା]
୧. ଦୃଷ୍ଟିଗୋଚର —୧. Coming under the ken of one's eyes.
୨. ଦେଖା ଯାଉଥିବା —୨. Visible.