ଚକ୍ଷୁର୍ଦାନ
ଦେଖଣା
ଚକ୍ଷୁର୍ଦାନ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଚକ୍ଷୁଃ+ଦାନ)
[ସମ୍ପାଦନା]- ୧. ଚିକିତ୍ସା ବା ଔଷଧପ୍ରୟୋଗଦ୍ୱାରା ଲୁପ୍ତ ଦୃଷ୍ଟିଶକ୍ତିକୁ ଉଦ୍ଧାର କରିବା —୧. Restoration of eye- sight by treatment.
- ୨. ଦେବ ପ୍ରତିମାର୍ ଚକ୍ଷୁରେ ରଙ୍ଗ ଦେଇ ମନ୍ତ୍ରଦ୍ୱାରା ପ୍ରାଣ— ପ୍ରତିଷ୍ଠା କରିବା; ତଛୁଦାନ —୨. The ritual of painting the eyes of an image and infusing life into it.