Jump to content

ଚକ୍ଷୁର୍ବିଷୟ

ଉଇକିଅଭିଧାନ‌ରୁ

ଚକ୍ଷୁର୍ବିଷୟ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ -(୬ଷ୍ଠୀ ତତ୍; ଚକ୍ଷୁଃ+ବିଷୟ)

[ସମ୍ପାଦନା]

ନୟନଗୋଚର; ଦର୍ଶନୀୟ ବସ୍ତୁ — Thing seen by the eye; object of sight

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ଦର୍ଶନୀୟ —Perceivable by the eye; perceptible.