ଚକ୍ଷୁଷ୍ମାନ୍
ଦେଖଣା
ଚକ୍ଷୁଷ୍ମାନ୍
ଉଚ୍ଚାରଣ
[ସମ୍ପାଦନା](ଚକ୍ଷୁଷ୍ମତୀ—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଂ. (ଚକ୍ଷୁସ୍+ମତ୍; ୧ମା. ୧ବ.; ଷତ୍ୱବିଧାନର ନିୟମ ଅନୁସାରେ ସ+ମ ମିଶି 'ଷ୍ମ' ହେଲା)
[ସମ୍ପାଦନା]- ୧. ଯାହାର ଆଖି ଅଛି —୧. Having eyes.
- ୨. ସ୍ପଷ୍ଟ ଦୃଷ୍ଟି ଶକ୍ତିଯୁକ୍ତ — ୨. Having clear eye-dights; clear-sighted.
- ୩. ଯାହାର ପ୍ରଖର ଦୃଷ୍ଟିଶକ୍ତି ଅଛି —୩. Keen sighted.
- ୪. ଯାହାର ଦୃଷ୍ଟିଶକ୍ତି ଅଛି — ୪. Endowed with the faculty of sight.