Jump to content

ଚକ୍ଷୁଷ୍ୟ

ଉଇକିଅଭିଧାନ‌ରୁ

ଚକ୍ଷୁଷ୍ୟ

ଉଚ୍ଚାରଣ

[ସମ୍ପାଦନା]
(ଚକ୍ଷୁଷ୍ୟା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - (ଚକ୍ଷୁସ୍+ହିତାର୍ଥ. ଯ)

[ସମ୍ପାଦନା]
୧. ଚକ୍ଷୁର ହିତକର — ୧. Beneficial to the eye.
୨. ନୟନାଭିରାମ, ଯାହା ଦେଖିଲେ ମନ ଆନନ୍ଦିତ ହୁଏ; ପ୍ରିୟ ଦର୍ଶନ —୨. Soothing to the eyes; pleasing to the eyes.
୩. ପ୍ରିୟଦର୍ଶନ; ସୁନ୍ଦର — ୩. Beautiful; good-looking.
୪. ଯାହା ଦୃଷ୍ଟିଶକ୍ତିର ହିତକର — ୪. Wholesome for the eye-sight.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଆଖି ପାଇଁ କଜ୍ଜ୍ୱଳ —୧. Collyrium.
୨. କିଆଗଛ —୨. Pandanus Odoratissinus; the screwpine (M.W.)
୩. ସଜନାଗଛ — ୩. Hyperanthera Moringa (tree) (M.W.)
୪. ପ୍ରପୌଣ୍ଡରୀକ ଗୁଳ୍ମ — ୪. A kind of small shurb (M.W.).