ଚକ୍ଷୁଷ୍ୟା
ଦେଖଣା
ଚକ୍ଷୁଷ୍ୟା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ସ୍ତ୍ରୀ (ଚକ୍ଷୁଷ୍ୟ+ଆ)
[ସମ୍ପାଦନା]ଚକ୍ଷୁଷ୍ୟର ସ୍ତ୍ରୀଲିଙ୍ଗ — Feminine of Chakshushya.
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]- ୧. ସୁନ୍ଦରୀ ସ୍ତ୍ରୀ —୧. A graceful woman.
- ୨. ଏକପ୍ରକାର କଜ୍ଜ୍ୱଳ —୨. A kind of collyrium.
- ୩. କିଆଗଛ — ୩. Pandanus Odoratissinus (M.W.)