Jump to content

ଚକ୍ଷୁ କର୍ଣ୍ଣର ବିବାଦ ମେଣ୍ଟିବା

ଉଇକିଅଭିଧାନ‌ରୁ

ଚକ୍ଷୁ କର୍ଣ୍ଣର ବିବାଦ ମେଣ୍ଟିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଶୁଣିଥିବା ବିଷୟ ବା ବର୍ଣ୍ଣନାକୁ ସ୍ୱଚକ୍ଷୁରେ ଦେଖିବାଦ୍ୱାରା ଶୁଣା କଥା ସଙ୍ଗେ ଦେଖା କଥାର ସାମଞ୍ଜସ୍ୟ ପ୍ରତିପାଦିତ ହେବା — Reconciliation of the hearsay report with the actual facts by visual test.