ଚଖାଚଖି
ଦେଖଣା
ଚଖାଚଖି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଅନେକ ବସ୍ତୁକୁ ଚାଖିବା କର୍ମ — ୧. Tasting of many things.
- ୨. କୌଣସି ବସ୍ତୁର ସ୍ୱାଦ ପରସ୍ପରକୁ ଗ୍ରହଣ କରିବା — ୨. Causing each other to taste anything.
- ୩. (ଲକ୍ଷଣାର୍ଥ) ପରସ୍ପରର ବଳ ବା ପରାକ୍ରମ ପରୀକ୍ଷା କରିବା; କସାକସି —୩. Tasting of each other's strenght or might.
- ୪. ବିବାଦ; ବୈର —୪. Dispute.
ଦେଶଜ - ବିଶେଷଣ -
[ସମ୍ପାଦନା]ପରସ୍ପର ବଳ କସାକସି ହେଉଥିବା (ବ୍ୟକ୍ତି ଦ୍ୱୟ) — (two persons) Engaged in tasting each other's strength.