ଚଗଲା
ଦେଖଣା
ଚଗଲା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଚଗଲା
|
(ଚଗଲୀ—ସ୍ତ୍ରୀ)
ଚଗଲା, ଗଚଲାପଣିଆଁ, ଚଗଲାମିବି
ଦେଶଜ - ବିଶେଷଣ - ପୁଂ. (ସଂସ୍କୃତ - ଜଗଳ=ଧୂର୍ତ୍ତ; ସଂସ୍କୃତ - ଚପଳ, ତୁଳ. ହିନ୍ଦୀ - ଚଗଡ଼୍=ଚତୁର; ସଂସ୍କୃତ - ଚଙ୍ଗ=ଦକ୍ଷ)
[ସମ୍ପାଦନା]- ୧. ଅସ୍ଥିରମନା; ଚପଳ; ଚଞ୍ଚଳମତି — ୧. Fickle; of unstable mind.
- ୨. ମନୋଯୋଗହୀନ; ଅମନୋଯୋଗୀ — ୨. Inattentive; of wandering mind.
- ୩. ଦୁଷ୍ଟ —୩. Wicked; naughty.
- ୪. ଅସ୍ଥିର —୪. Restless.
- ୫. ଚିନ୍ତିତ ବା କୃତ ବିଷୟରୁ ଅନ୍ୟ ଆଡ଼କୁ ଆକର୍ଷିତ ମନ — ୫. (mind) Diverted from the act or thought in hand.