ଚଗଲ୍ୱଗଲ୍
ଦେଖଣା
ଚଗଲ୍ୱଗଲ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଚଗଲ୍ୱଗଲ୍
|
ଦେଶଜ - ବିଶେଷଣ -(ଫାରାସୀ - ଅଗଲ୍ ବଗଲ୍ କିମ୍ୱା. ସଂସ୍କୃତ - ଚପଳ ସଙ୍ଗେ ଅନର୍ଥକ ଧ୍ୱନ୍ୟନୁକାରୀ ୨ୟ ସହଚର)
[ସମ୍ପାଦନା]- ୧. ଚଞ୍ଚଳ ମତି; ଚପଳ —୧. Fickle.
- ୨. ଅସ୍ଥିର —୨. Restless.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଅସ୍ଥିରତା —୧. Restlessness.
- ୨. ଅନିଶ୍ଚିତତା —୨. Uncertainty.