Jump to content

ଚଙ୍କିବା

ଉଇକିଅଭିଧାନ‌ରୁ

ଚଙ୍କିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ଚଙ୍କାଇବା—ଣିଜନ୍ତରୂପ)

ଦେଶଜ - କ୍ରି. (ଚଂକ୍ରମଣ)

[ସମ୍ପାଦନା]

ସାମାନ୍ୟ ମାତ୍ର ହଲିବା ବା ସ୍ଥାନାନ୍ତର ହେବା — To budge; to move a little.

ସମସ୍ତେ ମିଶି କୁମ୍ଭକର୍ଣ୍ଣଙ୍କୁ ହଲାଇଲେ, କୁମ୍ଭକର୍ଣ୍ଣ ଚଙ୍କିଲା ନାହିଁ ନୀଳକଣ୍ଠ ଦାସ. ପିଲାଙ୍କ ରାମାୟଣ