Jump to content

ଚଙ୍ଗଚଙ୍ଗ ହେବା

ଉଇକିଅଭିଧାନ‌ରୁ

ଚଙ୍ଗଚଙ୍ଗ ହେବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]
୧. ଅସ୍ଥିର ହେବା — ୧. To become restless.

ଗୀତର ଶବ୍ଦ ଅବିରଳ ଅନ୍ଧକାର ରାଶି ଭେଦ କରି, କାନରେ ପଡ଼ିବାରୁ ବାଟୋଇ ଚଙ୍ଗଚଙ୍ଗ ହୋଇ ଠିଆ ହୋଇ ସେହି ଦିଗକୁ ଅନାଇଲା ଫକୀରମୋହନ. ଛମାଣଆଠଗୁଣ୍ଠ

୨. ଅସ୍ଥିରଭାବରେ ଏଣେତେଣେ ଦୃଷ୍ଟି କରିବା — ୨. To look uneasily to this side and that.