ଚଜିବା
ଦେଖଣା
ଚଜିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ତର୍ଜଧାତୁ)
[ସମ୍ପାଦନା]- ୧. ଚଦିବା; ଧମକାଇବା; ତର୍ଜନ କରିବା, ଭୟ ଦେଖାଇବା —To threated,
ତୁମ୍ଭେ ଥିଲା ଦିନେ ବାମଦେବ ପ୍ରାୟେ କାମକୁ ନିତି ବଜୁଥାଉ ଭକ୍ତ ମଥୁରାମଙ୍ଗଳ
- ୨. ଭର୍ତ୍ସନା କରିବା —୨. To reprimand.
ଚଜିଲା ପରାୟେ ଭଣି ଚୋବାଇ ସୁମନ କରୁଛି ଗୁମାନ କାହିଁଯିବ ଆଜ ପୁଣି ଅଭିମନ୍ୟୁ—ବିଦଗ୍ଧ ଚିନ୍ତାମଣି