Jump to content

ଚଞ୍ଚରୀ

ଉଇକିଅଭିଧାନ‌ରୁ

ଚଞ୍ଚରୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - ପୁଂ. (ଚଞ୍ଚର+ଇନ୍. ୧ମା. ୧ବ.)

[ସମ୍ପାଦନା]

ଭ୍ରମର — Amale large black wasp.

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଚଞ୍ଚର+ଈ)

[ସମ୍ପାଦନା]
୧. ଭ୍ରମରୀ —୧. A female large black wasp.
୨. ଚାଚେରୀ; ହୋଲି ସମୟରେ ବୋଲାଯିବା ଗୀତ (ହିନ୍ଦୀ - ଶବ୍ଦସାଗର) —୨. A class of songs sung during the Holi festival.