ଚଞ୍ଚରୀକ
ଦେଖଣା
ଚଞ୍ଚରୀକ
ଉଚ୍ଚାରଣ
[ସମ୍ପାଦନା]ଚଞ୍ଚରୀକା, ଚଞ୍ଚରୀକୀଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ପୁଂ. (ଚର ଧାତୁ=ବିଚରଣ କରିବା; ପୁନଃ ପୁନଃ ଅର୍ଥରେ ଯଙଲୁଗନ୍ତ ଚଞ୍ଚର ଧାତୁ+କର୍ତ୍ତୃ. ଈକ; ଯେ ପୁଷ୍ପମାନଙ୍କ ନିକଟରେ ବାରମ୍ୱାର ବିଚରଣ କରେ)
[ସମ୍ପାଦନା]- ୧. ଭଅଁର; ଭ୍ରମର — ୧. The black wasp.
ଡୋଳା ଚଞ୍ଚରୀକେ ଚଞ୍ଚଳ ଚାତୁରୀ, ଆଣିଲା ବିଶେଷ କରି ଭଞ୍ଜ. ଲାବଣ୍ୟବତୀ
- ୩. ଗୁଣୁ ଗୁଣୁ ସ୍ୱର କରି ମକରନ୍ଦ ପାନ କରିବା ପାଇଁ ଫୁଲ ଉପରେ ଉଡ଼ିବା ଏକ ପ୍ରକାର ପକ୍ଷୀ — ୩. Humming bird.