Jump to content

ଚଞ୍ଚରୀକାବଳି

ଉଇକିଅଭିଧାନ‌ରୁ

ଚଞ୍ଚରୀକାବଳି

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଚଞ୍ଚରୀକ+ଆବଳୀ)

[ସମ୍ପାଦନା]
୧. ଭ୍ରମର ଶ୍ରଣୀ —୧. A vow or number of black bees.


୨. ୧୩: ଅକ୍ଷରବିଶିଷ୍ଟ ଛନ୍ଦୋବିଶେଷ — ୨. A Sanscrit metre of ୧୩ syllables.

[ଦ୍ରଷ୍ଟବ୍ୟ —ଏଥର ପ୍ରତ୍ୟେକ ଚରଣରେ ଯ ଗଣ ମ ଗଣ ଦୁଇର ଗଣ ଓ ଏକ ଗୁରୁବର୍ଣ୍ଣ ଥାଏ ହିନ୍ଦୀ - ଶବ୍ଦସାଗର]