Jump to content

ଚଞ୍ଚଳଚିତ୍ତ

ଉଇକିଅଭିଧାନ‌ରୁ

ଚଞ୍ଚଳଚିତ୍ତ

ଉଚ୍ଚାରଣ

[ସମ୍ପାଦନା]
(ଚଞ୍ଚଳଚିତ୍ତା—ସ୍ତ୍ରୀ) 

(ଚଞ୍ଚଳଚିତ୍ତତ୍ତା—ବି)

  • (file)

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି)

[ସମ୍ପାଦନା]
୧. ଅସ୍ଥିର ହୃଦୟ — ୧. Unsteady.
୨. ଅବ୍ୟବସ୍ଥିତ ଚିତ୍ତ — ୨. Restless; fickle-minded.
୩. ଉଦ୍ଦିଗ୍ନ —୩. Anxious.