ଚଞ୍ଚଳନୟନ
ଦେଖଣା
ଚଞ୍ଚଳନୟନ
ଉଚ୍ଚାରଣ
[ସମ୍ପାଦନା](ଚଞ୍ଚଳନୟନା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (କର୍ମଧା; ଚଞ୍ଚଳ+ ନୟନ)
[ସମ୍ପାଦନା]- ୧. ଇତସ୍ତତଃ ଚାଳିତ ନେତ୍ର —୧. Moving eye.
- ୨. ଅସ୍ଥିର ଦୃଷ୍ଟି — ୨. Unsteady glance.
ସଂସ୍କୃତ - ବିଶେଷଣ - (ବହୁବ୍ରୀହି)
[ସମ୍ପାଦନା]ଅସ୍ଥିର ଦୃଷ୍ଟି; ଚାରିଆଡ଼କୁ ଆଖି ବୁଲାଉ— ଥିବା —Looking here and there.