Jump to content

ଚଞ୍ଚଳା

ଉଇକିଅଭିଧାନ‌ରୁ

ଚଞ୍ଚଳା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ଚଞ୍ଚଳ+ ଆ)

[ସମ୍ପାଦନା]

ଚଞ୍ଚଳର ସ୍ତ୍ରୀ ଲିଙ୍ଗ — Feminine of Chan̄chaḻa.

୧. ଅସ୍ଥିରା (ସ୍ତ୍ରୀ) — ୧. Restless; hasty; fickle-minded.
୨. ନଷ୍ଟଚରିତ୍ରା —୨. Adulterous; unchaste.
୩. ବିଚଳତା —Evershifting; changing.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ବିଦ୍ୟୁତ୍ —୧. Lightning.
୨. ଲକ୍ଷ୍ମୀ —୨. Lakshmi; goddess of fortune.

[ଦ୍ରଷ୍ଟବ୍ୟ —ଲକ୍ଷ୍ମୀ ଚିରକାଳ ଜଣକଠାରେ ବା ଏକ ପରିବାରରେ ସ୍ଥିରା ହୋଇ ନ ରହିବାରୁ ଲକ୍ଷ୍ମୀଙ୍କର ଏହି ନାମ ହୋଇଅଛି]

ଦେଶଜ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]

ସ୍ତ୍ରୀଲୋକଙ୍କ ନାମ —Name given to females.

ଦେଶଜ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ଚଞ୍ଚଳୀ (ଦେଖ) - Chan̄chaḻī (See)