ଚଞ୍ଚଳିତ
ଚଞ୍ଚଳପରି ଆଚରଣ କରୁଥିବା; ଢୁଳ ଧବଳିତ ତରଳିତ କମ୍ପିତ ହେଉଥିବା; ଦୋହଲୁଥିବା —Shaking; trembling; oscillating.
ବକ୍ତ୍ର ପାଶେ ଚଞ୍ଚଳିତ ତାଟଙ୍କ ଭଞ୍ଜ, ବୈଦେହୀଶବିଳାସ