ଚଟକ
ଦେଖଣା
ଚଟକ
ଉଚ୍ଚାରଣ
[ସମ୍ପାଦନା]ଚଟକା, ଚଟିକା, ଚଟକିକାସ୍ତ୍ରୀ.
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ପୁଂ. (ଚଟ୍ ଧାତୁ=ଖାଇବା+କର୍ତ୍ତୃ. ଅକ)
[ସମ୍ପାଦନା]ଘରଚଟିଆ ଚଢ଼େଇ —Sparrow.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚଟ ଧାତୁ=ଭେଦନ)
[ସମ୍ପାଦନା]- ୧. ପୂର୍ବାନୁଭୁତ ସୁଖ ଓ ସ୍ୱାଦ ଭୋଗ କରି— ବାର ଲୋଭ ବା ଆଶା — ୧. Hankering after a thing once tested; craving for a food once tasted.
- ୨. ଚାକଚକ୍ୟ; ବାହ୍ୟାଡ଼ମ୍ୱର; ଛଟା; ଚମକ — ୨. Grandeur; splendour; glamour.
ଚିକଣ ଚଟକେ ଭୋଳ ହୋଇ ରହି ଏତେ କାଳ କି ଦଶା ହେଲିଣି ଥରେ ହେଜ ମନରେ ଭିକାରୀ, ଗୀତଲହରୀ
- ୩. ଖାଦ୍ୟ ପ୍ରତି ରୁଚି —୩. Relish.