ଚଟଣି
ଦେଖଣା
ଚଟଣି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -(ସଂସ୍କୃତ - ଚକ୍ଷଣୀ)
[ସମ୍ପାଦନା]ଖଟା ଫଳ, ଲୁଣ, ଲଙ୍କା ଓ ମିଠା ଏକତ୍ର ବଟା ଯାଇ ପ୍ରସ୍ତୁତ ରୁଚିକର ଅମ୍ଳପ୍ରଧାନ ଲେହ୍ୟ; ଚଟୁଣି —୧. Sauce; chutny; chutnee.
[ଦ୍ରଷ୍ଟବ୍ୟ —ଏ ଶବ୍ଦ ଇଂରାଜିରେ ପ୍ରଚଳିତ ହୋଇଅଛି]
- ୨. (ଲକ୍ଷଣାର୍ଥ) ପ୍ରୀତିପ୍ରଦ କଥା; ରସିକତାପୂର୍ଣ୍ଣ ବାକ୍ୟ — ୨. (fig) Witty saying; witticism wit and humour.