Jump to content

ଚଟଣି କରିବା

ଉଇକିଅଭିଧାନ‌ରୁ

ଚଟଣି କରିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]
୧. କୌଣସି ପଦାର୍ଥକୁ ବାଟି ଲେହ୍ୟରେ ପରିଣତ କରିବା —୧. To prepare sauce by bruising.
୨. (ଲକ୍ଷଣାର୍ଥ) ଦଳିବା; ଧ୍ୱସ୍ତବିଧ୍ୱସ୍ତ କରିବା — ୨. (figurative) To crush.

ସେଥିରେ ରାକ୍ଷସ ଗୁଡ଼ିକୁ ଏକାବେଳକେ ପେଷି ଚଟଣି କରିଦେଲା ନୀଳକଣ୍ଠ ଦାସ—ପିଲାଙ୍କ ରାମାୟଣ