Jump to content

ଚଟନ

ଉଇକିଅଭିଧାନ‌ରୁ

ଚଟନ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଚଟ ଧାତୁ+ଭାବ. ଅନ)

[ସମ୍ପାଦନା]
୧. ଫଟାଇବା; ଫାଳେଇବା —୧. Splitting; cracking.
୨. ଟିକିଟିକି ହୋଇ ଭାଙ୍ଗିଯିବା — ୨. Falling to small pieces.