Jump to content

ଚଟପଟି

ଉଇକିଅଭିଧାନ‌ରୁ

ଚଟପଟି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ସଂସ୍କୃତ - ଚର୍ମପଟ)— ଯେଉଁ ଚର୍ମପତ୍ରରେ ଭଣ୍ଡ଼ାରି ଖୁରର ଦାଢ଼କୁ ମସୃଣ କରେ — ୧. Barber's strop.
୨. ତ୍ୱରା — ୨. Haste; swiftness.