ଚଟାଇ
ଦେଖଣା
ଚଟାଇ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚଟୁ=ବ୍ରତଧାରୀମାନଙ୍କ ଆସନ; କଟ= ତୃଣାସନ)
[ସମ୍ପାଦନା]ତୃଣାସନ; ମସିଣା — Grass-mat; a mat made of reeds.
ପ୍ରାଦେଶିକ - (ସମ୍ୱଲପୁର; ତୁଳ. ହିନ୍ଦୀ - ଚଟ୍ଟା) ବିଶେଷ୍ୟ -
[ସମ୍ପାଦନା]ଗୃହ ତଳେ ପାରିବା ବାଉଁଶପାତିଆର ପଟି; ତଲେଇ — A mat woven with thin bamboo-laths.