ଚଟାଚଟି
ଦେଖଣା
ଚଟାଚଟି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ପଶୁମାନଙ୍କର) ପରସ୍ପର ଦେହକୁ ଚାଟିବା କର୍ମ —୧. Act of beasts licking each other's body.
- ୨. ରଗାରଗି; ପରସ୍ପର ପ୍ରତି ରାଗିବା — ୨. Being angry with each other.
ପରସ୍ପର ଚଟାଚଟି ପୁଣି ଗଡ଼ାଗଡ଼ି—ମଧୁସୁଦନ, କବିତା
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ପରସ୍ପରର ଦେହକୁ ଚାଟୁଥିବା — ୧. Licking each other.
- ୨. ପରସ୍ପରପ୍ରତି କ୍ରୁଦ୍ଧ — ୨. Mutually angry.