Jump to content

ଚଟାଣ

ଉଇକିଅଭିଧାନ‌ରୁ

ଚଟାଣ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ସମତଳ ଭୂମି — ୧. Level ground.
୨. ପଥୁରିଆ ସମତଳ; ବିସ୍ତୃତ ଶିଳାପଟଳ — ୨. Rocky even surface.
୩. ଗୃହତଳ —୩. Floor of a house.
୪. କୋଠା ଘରର ପକ୍କା ସମତଳ — ୪. The pucca floor of a building.