ଚଟୁଆ
ଦେଖଣା
ଚଟୁଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - କଟି)
[ସମ୍ପାଦନା]- ୧. ଫଡ଼ିଆ; ପିଚା ଓ ଜଂଘ ମଧ୍ୟସ୍ଥ ଅଂଶ; କଟି ଓ ଆଣ୍ଠୁ ମଧ୍ୟରେ ଥିବା ଗୋ଼ଡ଼ର ପଛ ଅଂଶ — ୧. Hip; the back of the thigh.
ସେ ଶକତି ମୋର ହାତରୁ ଫିଟିଗଲା, ଭୁଜାନ୍ତରେ ବାଜି ଚଟୁଆ ଫୁଟିଗଲା କୃଷ୍ଣସିଂହ, ମହାଭାରତ, ଉଦ୍ଯୋଗ
- ୨. ମୃଗାଦିର ପଡ଼ିଆ — ୨. The ham hip of beasts; haunch.
- ୩. ଧାନ କିଆରିରେ ଜନ୍ମିବା ଏକପ୍ରକାର ଘାସ — ୩. A sort of weed growing in paddy fields.
[ଦ୍ରଷ୍ଟବ୍ୟ —ଏହା ଏକ ଫୁଟ ପର୍ଯ୍ୟନ୍ତ ଉଚ୍ଚ, କାଣ୍ଡ ଚେପଟା, ପତ୍ର ଖଣ୍ଡାପରି]
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ସାନ ଚଟୁ — Small stick-ladle.