Jump to content

ଚଟୁଚଲାଇବା

ଉଇକିଅଭିଧାନ‌ରୁ

ଚଟୁଚଲାଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - କ୍ରି.

[ସମ୍ପାଦନା]
୧. ଚଟୁଦ୍ୱାରା ପାକହାଣ୍ଡିରେ ଥିବା ବସ୍ତୁକୁ ଘାଣ୍ଟିବା —୧. To stir up the contents of a pot with a ladle.
୨. (ଲକ୍ଷଣାର୍ଥ) ବହୁବ୍ୟକ୍ତିଙ୍କ ମଧ୍ୟରେ ଆପଣା ଜାଣିବା ପଣର ବା ବାହାଦୂରି ଦେଖାଇ ହେବା ବା ପ୍ରୋଢି କରିବା — ୨. (fig.) To boast of one's knowledge.
୩. (ଲକ୍ଷଣାର୍ଥ) କିଛି ନ ବୁଝି ନ ସୁଝି ଗୋଟିଏ ଅଖାଡ଼ୁଆ ଆଦେଶ ଜାରି କରିବା —୩. (fig.) To pass an order without mature consideration.