ଚଟ୍ଟଗ୍ରାମ
ଦେଖଣା
ଚଟ୍ଟଗ୍ରାମ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଆଧୁନିକ) ସଂସ୍କୃତ - ଚଟ୍ଟଳ+ଗ୍ରାମ); ସଂସ୍କୃତ - ଚାଟିଗ୍ରାମ (M.W.)
[ସମ୍ପାଦନା]ବଙ୍ଗ ଦେଶର ଗୋଟିଏ ଜିଲ୍ଲା ଓ ତହିଁର ରାଜଧାନୀ; ଚାଟଗାଁ —Chittagong; name of a district and its capital in the province of Bengal.
[ଦ୍ରଷ୍ଟବ୍ୟ —ଏହା ବଙ୍ଗୋପସାଗରର ଉତ୍ତରପୂର୍ବ କୋଣ ଉପକୂଳରେ ଅବସ୍ଥିତ ଓ ବ୍ରହ୍ମଦେଶର ଉତ୍ତରପଶ୍ଚିମ କୋଣକୁ ଲାଗି ଅଛ ଚଟ୍ଟଗ୍ରାମର ଗୋଟିଏ ଅଂଶ ଗଡ଼ଜାତ ଓ ଅନ୍ୟ ଅଂଶ ବ୍ରିଟିଶ—ଶାସିତ ଏଥିର ପୌରାଣିକ ନାମ ଚଟ୍ଟଳ ଓ ମୁସଲମାନ ରାଜତ୍ୱ ସମୟରେ ଏହାର ନାମ ଇସ୍ଲାମାବାଦ ଥିଲା; ଏହାର ଇଂରାଜୀ ନାମ ଚିଟ୍ଟାଗଙ୍ଗ ଓ ବଙ୍ଗୀୟ ନାମ ଚାଟଗାଁ ]