ଚଡ଼କା
ଦେଖଣା
ଚଡ଼କା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ଚର୍ଚ୍ଚରୀ)— ବାଦ୍ୟବିଶେଷ; ଚର୍ଚ୍ଚରୀବାଦ୍ୟ; ଓଡ଼ିଶାର ତାସା ବାଜା —୧. A kind of shallow drum making a crackling sound.
- ୨. (ସଂସ୍କୃତ - ଚୀର୍ଣ୍ଣ) କାଠ ବା ଧାତୁ ବା କାଚରେ ଖୁବ ସରୁ ଫଟା ଦାଗ —୨. Crack in a wood or glass or metalware.
ଚଡ଼କା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ତାଟଙ୍କ; ତାଡ଼ଙ୍କ)
[ସମ୍ପାଦନା]- ୧. ବୃତ୍ତକାରରେ ବନ୍ଧା ହୋଇଥିବା ନାଲି ରଙ୍ଗ ଦିଆ ଫାଳେ ତାଳପତ୍ର — ୧. A red-coloured palm leaf turned in to a circle.
[ଦ୍ରଷ୍ଟବ୍ୟ —ଏହା ପାନିଆ, ଫରୁଆ, ଅଳତା, ସିନ୍ଦୁର, ହଳଦି ଆଦି ସଙ୍ଗେ ଝିଅ ଓ ବୋହୁଘରମାନଙ୍କୁ ବେଭାରରେ ପଠା ଯାଏ]
- ୨. ତାଳପତ୍ର ପରି ଚଉଡ଼ା କର୍ଣ୍ଣଭୁଷଣବିଶେଷ — ୨. A kind of ear-ring.
- ୩. ଧାଡ଼କା; ଧମକ —୩. Threat.
- ୪. ମୂଷଳଧାରାରେ ବର୍ଷା — ୪. A very heavy shower.