ଚଡ଼କ ପକାଇବା
(ଲକ୍ଷଣାର୍ଥ) ନାଶ କରିବା; ବିନଷ୍ଟ କରାଇବା —(fig.) To destory.
ଚିର ଅରଜିତ ସ୍ନେହ ସମ୍ପଦେ ଚଡ଼କ ପକାଇ ନିର୍ଦ୍ଦୟ ହଦେ—କବିସୂର୍ଯ୍ୟ. କବିତା