Jump to content

ଚଡ଼ା

ଉଇକିଅଭିଧାନ‌ରୁ

ଚଡ଼ା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଚର)

[ସମ୍ପାଦନା]
୧. ନଦୀ ଗର୍ଭରେ ବନ୍ୟା ବେଳେ ସ୍ରୋତଦ୍ୱାରା ରାଶୀକୃତ ବାଲି ବା ପଟୁ; ପଠା — ୧. Sand-bank; alluvion or accretion formed in the bed of a river.
୨. (ସଂସ୍କୃତ - ଚର ଧାତୁ) ଆରୋହଣ —୨. Ascending.
୩. ଉଠାଣି —୩. Ascent.
୪. ପ୍ରଶ୍ନ—(ବିପରୀତ—ଉତାର) —୪. Question.

ଚଢ଼ା (ଦେଖ) - —Chaṟḍ̠ẖā (See)