ଚଡ଼ୟା ଅଠା
ପକ୍ଷୀ ଧରିବା ନିମିତ୍ତ ଅଠାକାଠିରେ ଦିଆଯାଇ ଥିବା ଅଠା —Bird-lime.
ଚାତୁରୀ ମାଧୁରୀଛଟା ଚାହାଣୀ ଚଡ଼ୟା ଅଠା ତ୍ରିବଳି ଲଳିତ ଠାଣି ତ୍ରିଜଗ ଜାଣି ୟେ ପ୍ରାଚୀ, ରହସ୍ୟମଞ୍ଜରୀ