ଚଢ଼ା
ଦେଖଣା
ଚଢ଼ା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଚଢ଼ା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚର ଧାତୁ)
[ସମ୍ପାଦନା]ଚଡ଼ା (ଦେଖ) - Chaṟḍ̠ā (See)
ବିଶେଷଣ -
[ସମ୍ପାଦନା]- ୧. ଆରୋହୀ —୧. Riding; ascending.
ଅନୁବାଦ
[ସମ୍ପାଦନା](ଯଥା—ଘୋଡ଼ା ଚଢ଼ା ଲୋକ)
- ୨. ମଗର୍ଗ; ଦୁର୍ମୂଲ୍ୟ — ୨. High; dear; of high prices.
ପୁଣି ଦର ଭରି ଚଢ଼ା ଫକୀରମୋହନ, ଗଳ୍ପସଳ୍ପ
- ୩. ଯାହା ଉପରେ ଚଢ଼ାଯାଏ (ଘୋଡ଼ା; ହାତୀ) — ୩. Used in riding; riding (horse or elephant).
- ୪. ଉଚ୍ଚୈଃସ୍ୱରବିଶିଷ୍ଟ (କଥା) — ୪. Loud; high-toned (speech).
- ୫. ଉଦ୍ଧତ (ସ୍ୱଭାବ) —୫. Irritable (temper).
- ୬. ଉଠାଣିଆ (ରାସ୍ତା) —୬. Ascending (road).